କେବିସି ଲଟେରି ନାଁରେ ଲୁଟିଲେ: ୭ ସାଇବର ଅପରାଧୀ ଗିରଫ
ଦେବଗଡ଼ : କେବିସି ଲଟେରିରେ ପୁରସ୍କାର ରାଶି ଜିତିଥିବା କହି ବିଭିନ୍ନ ପର୍ଯ୍ୟାୟରେ ୨ ଲକ୍ଷ ୪୩ ହଜାର ୨ ଶହ ଟଙ୍କା ଲୁଟି ନେଇଥିଲେ ଏକ ସାଇବର ଠକ ଗ୍ୟାଙ୍ଗ୍। ଦେବଗଡ଼ ଆଦର୍ଶ ଥାନା ପୁଲିସ ଏହି ଗ୍ୟାଙ୍ଗ୍ର ୭ଜଣଙ୍କୁ ଗିରଫ କରିଛି। ଅଭିଯୋଗ ଅନୁସାରେ, ଏହି ଗ୍ୟାଙ୍ଗ୍ ଦେବଗଡ଼ ଆଦର୍ଶ ଥାନା ଅନ୍ତର୍ଗତ ରାଇତାଲ ଗ୍ରାମର ବିସ୍ମୟ ବେହେରାଙ୍କଠାରୁ ଏହି ଟଙ୍କା ଠକି ନେଇଥିଲେ। ବିସ୍ମୟ ଏ ନେଇ ଅଭିଯୋଗ କରିବା ପରେ ଦେବଗଡ଼ […]









