ଭରତପୁର ଥାନା ପାଖରେ ଥିବା ଇନୋଭା କାର୍ କାହାର?
ଭୁବନେଶ୍ବର : ଭରତପୁର ଥାନା ସମ୍ମୁଖରେ ଗତ ୩ ଦିନ ଧରି ଥୁଆ ହୋଇଥିବା ଏକ ଇନୋଭା କାର୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। କିଛି ଦିନ ତଳେ ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର୍ ଏଣ୍ଡେଭର୍ କାର୍ ଜବତ ହୋଇଥିବା ବେଳେ ଏବେ ଏଠାରୁ ଆଉ ଏକ କାର୍ ମିଳିବା ଘଟଣାକୁ କେହି ସହଜରେ ଗ୍ରହଣ କରୁନାହାନ୍ତି। ଘୋଡ଼ାଘୋଡ଼ି ହୋଇ ଥୁଆ ହୋଇଥିବା ଏହି କାର୍ଟି କାହାର, ଥାନା ବାହାରେ କିଏ ଥୋଇ ଦେଇଗଲା, ତାହା […]









