କଳିଙ୍ଗ ବିହାରରେ ହେବ ସାପ୍ତାହିକ ହାଟ: ପ୍ରକଳ୍ପସ୍ଥଳ ବୁଲିଦେଖିଲେ କମିସନର
କଳିଙ୍ଗବିହାର ସାପ୍ତାହିକ ହାଟ ହେବା ପରେ ମୁଖ୍ୟ ରାସ୍ତାରେ ସୃଷ୍ଟି ହେଉଥିବା ଟ୍ରାଫିକ୍ ସମସ୍ୟା ଦୂର ହେବ। ପରିବା ଓ ଅନ୍ୟାନ୍ୟ ବ୍ୟବସାୟୀମାନେ ଖରା ଓ ବର୍ଷାରେ ସୁରକ୍ଷିତ ଭାବେ ନିଜର ଉତ୍ପାଦିତ ସାମଗ୍ରୀ ବିକ୍ରି କରିପାରିବେ। ରାଉରକେଲା: କଳିଙ୍ଗ ବିହାର ମୁଖ୍ୟ ରାସ୍ତାରୁ ପରିବା ବ୍ୟବସାୟୀ ହଟିବେ। ଟ୍ରାଫିକ୍ ସମସ୍ୟା ଏଡାଇବାକୁ ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) କଳିଙ୍ଗବିହାର ସଙ୍କଟମୋଚନ ମନ୍ଦିର ନିଟସ୍ଥ ଖାଲି ସ୍ଥାନରେ ସାପ୍ତାହିକୀ ହାଟ ନିର୍ମାଣ କରିବାକୁ ଯାଉଛି। ଆର୍ଏମ୍ସି କମିସନର […]









