ନିଜର ଜନ୍ମ ବାର କେଉଁଟା ବାଛନ୍ତୁ ଆଉ ଜାଣନ୍ତୁ ନିଜ ଲକ୍ଷଣ ଓ ସ୍ଵଭାବ
ବନ୍ଧୁଗଣ ଆଜି ଆପଣମାନଙ୍କ ପାଇଁ ଗୋଟେ ସୁନ୍ଦର ବିଷୟ ବସ୍ତୁ ରହିଛି। ବିଷୟଟି ହେଉଛି କେଉଁ ବାରରେ ଜନ୍ମ ହେଲେ କଣ ସବୁ ଲକ୍ଷଣ ଏବଂ ସ୍ୱଭାବ ଥାଏ। ତେବେ ଆସନ୍ତୁ ଜାଣିବା। ରବିବାର:- ଏହି ବାରରେ ଯେଉଁ ବ୍ୟକ୍ତି ଜନ୍ମଗ୍ରହଣ କରିଥାନ୍ତି। ସେହି ପୁରୁଷମାନେ ତେଜସ୍ବ, ଗୁଣବନ୍ତ, ବୁଦ୍ଧିବନ୍ତ, ତେଜବନ୍ତ, ଚକ୍ରବନ୍ତ, ଧାର୍ମିକ, ଅତ୍ୟଧିକ ଜିଦଖୋର, ଅହଂଗୁଣ ସମ୍ପର୍ଣ୍ଣ, ଅସ୍ଥିର, ଚଞ୍ଚଳମନ୍ତ, ଯେକୌଣସି କାର୍ଯ୍ୟରେ ଲାଗିଲେ ସେ କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ କଦାପି ଛାଡ଼ନ୍ତି […]









