କୋଟିପତି ସହକାରୀ ଯନ୍ତ୍ରୀ, ବିଲ୍ଡିଂର ଦାମ୍ ୧ କୋଟି ୨୫ ଲକ୍ଷ ଟଙ୍କା
ଭୁବନେଶ୍ୱର ୨୯।୦୬: ଭିଜିଲାନ୍ସ ଜାଲରେ ପଡିଛନ୍ତି କୋଟିପତି ଯନ୍ତ୍ରୀ । କଟକ ଡମପଡା ବ୍ଳକ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତଙ୍କ ଘରେ ସକାଳୁ ଛାନଭିନ୍ ଚଳାଇଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡମପଡା ଅଫିସ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ ଚାଲିଛି। ଏଯାଏ ଯନ୍ତ୍ରୀଙ୍କ ଯେଉଁ ସଂପତ୍ତି ମିଳିଛି ତାହା ତାଜୁବ କରିଛି ଭିଜିଲାନ୍ସ ଟିମ୍ । ମିଳିଥିବା ଖବର ଅନୁଯାୟୀ, ସହକାରୀ ଯନ୍ତ୍ରୀଙ୍କ ଗୋଟିଏ ବିଲ୍ଡିଂର ଦାମ୍ ୧ […]