ବାଲିଘାଟକୁ ନେଇ ଖଣ୍ଡାମାଡ଼ ! ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି
ବାଲିପାଟଣା ୦୪।୦୭ : ଯୁବକଙ୍କୁ ଖଣ୍ଡା ଚୋଟ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକ ହେଉଛନ୍ତି ବାଲିପାଟଣା ଥାନା ଝିଣ୍ଟିଶାସନ ଗ୍ରାମର ସୁଧାକର ଜେନା । ଖବର ଅନୁଯାୟୀ, ସୋମବାର ସକାଳୁ ସୁଧାକର ରାଜସ ମଠସାହି ଠାରେ ଥିଲେ । ଠିକ୍ ଏହି ସମୟରେ ୪ ଜଣ ଯୁବକ ୨ଟି ବୁଲେଟ୍ ରେ ଆସି ସୁଧାକରଙ୍କ ମୁଣ୍ଡକୁ ଏକ ଖଣ୍ଡାରେ ଚୋଟ ମାରିଥିଲେ । ଖଣ୍ଡା ଚୋଟରେ ସୁଧାକରଙ୍କ ମୁଣ୍ଡରେ […]