ଜୀବନ ନେଲା ଅନ୍ଲାଇନ୍ ଗେମ୍, ଟଙ୍କା ବୁଡିବା ପରେ ଆତ୍ମହତ୍ୟା କଲେ ଯୁବକ
ଜଗତସିଂହପୁର ୦୪।୦୭ : ଅନ୍ଲାଇନ୍ ଗେମ୍ ହେଲା କାଳ । ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ । ମୃତକ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନନ୍ତପୁର ଫାଣ୍ଡି ଅଧିନ ଭୁଆଶୁଣି ଗାଁର ଭଗବାନ ପରିଡାଙ୍କ ପୁଅ ଦେବେନ୍ଦ୍ର ପରିଡା ବୋଲି ଜଣାପଡିଛି । ପରିବାର ଲୋକେ ଦେବେନ୍ଦ୍ରଙ୍କ ଶବଦାହ ପାଇଁ ଗାଁ ମଶାଣୀକୁ ନେଇଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ପୋଲିସ ଘଟଣାସ୍ଥଳର ପହଞ୍ଚି ଶବ ଜବତ କରିଛି । ଖବର ଅନୁଯାୟୀ, ଭୁଆଶୁଣି ଗାଁର […]