ରାଜଧାନୀରେ ଆଉ ଏକ ନିର୍ଭୟା କାଣ୍ଡ, ନାବାଳିକାକୁ ଅପହରଣ ପରେ ଚଳନ୍ତା କାର୍ରେ ଗଣଦୁଷ୍କର୍ମ
ନୂଆଦିଲ୍ଲୀ ୧୫/୦୭: ରାଜଧାନୀ ଦିଲ୍ଲୀରେ ସୀମା ଟପିଗଲା ବର୍ବରତା । ଜଣେ ୧୬ ବର୍ଷର ନାବାଳିକାକୁ ଅପହରଣ ପରେ ଚଳନ୍ତା କାରରେ ଗଣ ବଳାତ୍କାର ଘଟଣାକୁ ନେଇ ସବୁଠି ଚର୍ଚ୍ଚା । ନାବାଳିକାର ଘର ପାଖରେ ୧୬ ବର୍ଷର ନାବାଳିକାକୁ ଅପହରଣ କରାଯାଇଥିଲା । ପରେ ଚଳନ୍ତା କାରରେ ଦୁଷ୍କର୍ମ କରାଯାଇଥିଲା । ତେବେ ଏତେ ପାଖରେ ଏମିତି ଘଟଣା ଘଟିଥିଲେ ସୁଦ୍ଧା କେହି ଟେର୍ ପାଇନଥିଲେ । କାରଣ ଅଭିଯୁକ୍ତମାନେ ଦକ୍ଷିଣ ଦିଲ୍ଲୀର ବସନ୍ତ ବିହାରରୁ […]