ସୁକୁମାରେ ପୁଣି ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ପିଟି ପିଟି ହତ୍ୟା
ମାଲକାନଗିରି ୨୨/୦୭: ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ପିଟି ପିଟି ହତ୍ୟା କଲେ ଲାଲ୍ ବାହିନୀ । ମୃତକ ହେଉଛନ୍ତି ପୋଲାମପାଲି ଗ୍ରାମର ମାଡକାମ ଜଗା । ହତ୍ୟା ପରେ ନକ୍ସଲ ମାନେ ମୃତ ଜଗାଙ୍କ ଏକ ପିକପ ଭ୍ୟାନ୍କୁ ନିଆଁ ଲଗାଇ ପୋଡି ଦେଇଛନ୍ତି । ଗତକାଲି ରାତିରେ ପ୍ରାୟ ୫୦ରୁ ୬୦ ଜଣ ସଶସ୍ତ୍ର ନକ୍ସଲ ପୋଲାମପାଲି ଗାଁରେ […]