କାହିଁକି ଅଲଗା ହେଲେ ଟାଇଗର-ଦିଶା ? ସାମ୍ନାକୁ ଆସିଲା ବ୍ରେକଅପ୍ର କାରଣ…
ମୁମ୍ବାଇ ୨୯।୦୭: ଟାଇଗର ଶ୍ରଫ ଏବଂ ଦିଶା ପଟାନୀଙ୍କ ବ୍ରେକ୍ଅପ୍ ତାଙ୍କ ଫ୍ୟାନ୍ସଙ୍କ ମନକୁ ଭାଙ୍ଗି ଦେଇଛି। ଦୀର୍ଘ ୬ ବର୍ଷ ଧରି ଡେଟ୍ କରିବା ପରେ ହଠାତ୍ ଅଲଗା ହେବାର ନିଷ୍ପତ୍ତି କାହିଁକି ନେଲେ । ଏହାର କାରଣ ଜାଣିବାକୁ ଚେଷ୍ଟା କରୁଛନ୍ତି ତାଙ୍କ ପ୍ରଶଂସକ । ବର୍ତ୍ତମାନ ସେମାନଙ୍କର ବ୍ରେକଅପ୍ ହେବାର କାରଣ ମଧ୍ୟ ସାମ୍ନାକୁ ଆସିଛି । କୁହାଯାଉଛି ଯେ ଉଭୟଙ୍କ ବ୍ରେକଅପ୍ ବିବାହ ଯୋଗୁଁ ହୋଇଛି । ଟାଇଗର ଏବଂ ଦିଶାଙ୍କ […]