ଅଟୋ ଡ୍ରାଇଭରଙ୍କ ଉନ୍ମତ୍ତକାଣ୍ଡ, ବିଚ୍ ରାସ୍ତାରେ ହାଇୱା ହେଲପରଙ୍କୁ ନିସ୍ତୁକ ମାଡ
ପୁରୀ ୩୦।୭: ଅଟୋ ଡ୍ରାଇଭରଙ୍କ ଉନ୍ମତ୍ତକାଣ୍ଡ । ବିଚ୍ ରାସ୍ତାରେ ହାଇୱା ହେଲପରଙ୍କୁ ମାଡ । ପୁରୀ ସତ୍ୟବାଦୀ ଥାନା ଅନ୍ତର୍ଗତ ଶୁକଳ ଛକରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଶୁକଳର ଅନିଆ ବିଶ୍ବାଳ ନାମକ ଜଣେ ଅଟୋ ଚାଳକ ପଡୋଶୀ ଗ୍ରାମ ଭଣ୍ଡାରିଦଣ୍ଡାର ହାଇୱା ହେଲପର ଅମର ପରିଡାଙ୍କୁ ଅତି ନୃଶଂସ ଭାବେ ମାଡ ମାରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବେଲ୍ଟରେ ପିଟି ପିଟି ଅମରଙ୍କୁ ରକ୍ତାକ୍ତ କରିଛି […]