ଘର ପଛପଟ ଆମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ପାଟଣା ୪।୮: ଘର ପଛ ପଟେ ଥିବା ଆମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଚାକୁଣ୍ଡାପାଳ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯୁବକ ହେଲେ ମଧୁସୂଦନ ମୁଣ୍ଡା । ସୂଚନାଯୋଗ୍ୟ ଯେ, ମଧୁସୁଦନ ବେଙ୍ଗାଲୁରୁରେ ରହି କାମ କରୁଥିଲେ । କିଛି ଦିନ ପୂର୍ବରୁ ସେ ଗାଁକୁ ଫେରିଥିଲେ । ଗୁରୁବାର ସକାଳୁ ତାଙ୍କ ଘର ପଛ ପଟେ ଥିବା ଏକ ଆମ୍ବ […]