‘କୋହଲି ମେସିନ୍, ଭୋକ ଏବେବି କମିନି’- ରବି ଶାସ୍ତ୍ରୀ
ନୂଆଦିଲ୍ଲୀ, ୨୫|୦୮: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ସେ ବଡ ସ୍କୋର କରିବାରେ ଲଗାତର ବିଫଳ ହେଉଛନ୍ତି । କୋହଲି ଅଢେଇ ବର୍ଷ ହେବ ଶତକ ଲଗାଇ ନାହାଁନ୍ତି । କିନ୍ତୁ ପୂର୍ବତନ କୋଚ୍ ରବି ଶାସ୍ତ୍ରୀ କୋହଲିଙ୍କ ଉପରେ ପୁରା ଭରସା ରଖିଛନ୍ତି । କୋହଲି ନିକଟରେ ଏକ ମାସର ବ୍ରେକ୍ ନେଇଥିଲେ । ଫଳରେ ସେ ବଡ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ […]