ଟୁରିଷ୍ଟ ପରମିଟ୍ରେ ନାଇଟ୍କୋଚ୍; ପରିବହନ ବିଭାଗର ଚଢ଼ଉ ଜୋରଦାର୍, ୧୨ଗାଡ଼ି ଜବତ କଲାଣି ପରିବହନ ବିଭାଗ
ଭୁବନେଶ୍ବର : ରାଜ୍ୟ ଭିତରେ ଓ ବାହାର ରଜ୍ୟକୁ ବସ୍ ଚଳାଇବାକୁ ବସ୍ ମାଲିକମାନେ ଟୁରିଷ୍ଟ ପରମିଟ୍ ନେଇଛନ୍ତି। କିନ୍ତୁ ଏଥିରେ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରକୁ ବିଭିନ୍ନ ରୁଟ୍ରେ ଦୈନିକ ବସ୍ ଚଳାଉଥିଲେ। ଏପରିକି କିଛି ବସ୍ ମାଲିକ ନାଇଟ୍ କୋଚ୍ ବସ୍ ଚଲାଉଥିଲେ। କିଛି ବସ୍ର ପରମିଟ୍ ରଦ୍ଦ ହୋଇଥିଲେ ବି ସେମାନେ ଏହାକୁ ନମାନି ବସ୍ ଚଳାଉଥିଲେ। ବସ୍ରେ ଯାତ୍ରୀ କମ୍ ଅଧିକ ସାମଗ୍ରୀ ପରିବହନ କରୁଥିଲେ। ଏହିପରି ୧୨ଟି ବସ୍କୁ […]