ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ପୀଠରେ ଆଜି ଅଷ୍ଟମୀ ପୂଜା, ମଣ୍ଡପରେ ମହାସପ୍ତମୀ ; ମା’ ଝଙ୍କଡ଼ ଶାରଳାଙ୍କ ମହିଷାମର୍ଦ୍ଦିନୀ ବେଶ

ଜଗତସିଂହପୁର ୦୨।୧୦ : ରବିବାର ବିଭିନ୍ନ ଶକ୍ତି ପୀଠରେ ପାଳିତ ହେଉଛି ପବିତ୍ର ମହାଷ୍ଟମୀ । ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଷୋଳ ପାର୍ବଣର ଆଜି ଅନ୍ତିମ ଦିବସ । ସେହିପରି ଭାବରେ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସ୍ଥିତ ମା’ ଶାରଳାଙ୍କ ପୀଠରେ ପାଳିତ ହୋଉଛି ମହାଷ୍ଟମୀ । ତେବେ ଆଜି ମା’ ଶାରଳା ମହିଷାମର୍ଦ୍ଧିନୀ ବେଶରେ ସୁସଜ୍ଜିତ ହେବା ସହ ମା’ଙ୍କ ନିକଟରେ ମଧ୍ୟରାତ୍ରୀରେ ୧୦୮ ପଣା ହାଣ୍ଡି ବଳି ପ୍ରଦାନ ସହିତ ଓ ସନ୍ଧି […]

ଅପରାଧ ରାଜ୍ୟ

ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ

ଲମତାପୁଟ ୦୨।୧୦ : ପୋଲିସକୁ ପୁଣି ସଫଳତା । କାର୍‌ରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ଆନ୍ଧ୍ର ଓଡ଼ିଶା ସୀମାନ୍ତ ଅଞ୍ଚଳରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣ ବେଳେ ୩ ଜଣଙ୍କୁ ମାଡ଼ିବସିଲା ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ମାଛକୁଣ୍ଡ ପୋଲିସ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ଯଲାପୁଟ ଅଞ୍ଚଳରେ ପାଟ୍ରୋଲିଂ କରିଥିବା ବେଳେ ଶଗର ଗାଁ ନିକଟରେ ଏକ କାରକୁ ଅଟକାଇଥିଲେ। ଗାଡିକୁ ଯାଞ୍ଚ୍ ବେଳେ ଡିକିରୁ ବିପୁଳ ପରିମାଣରେ ଗଞ୍ଜେଇ […]

ଅପରାଧ ରାଜ୍ୟ

ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ

ଭୁବନେଶ୍ୱର ୦୨।୧୦ : ପାର୍ବଣ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା କଟକଣା ଜାରି କରାଯାଇଥିଲେ ମଧ୍ୟ ରାଜଧାନୀର କିଛି ବାର୍ ଏହାକୁ ଉଲ୍ଲଂଘନ କରୁଥିବାର ଦେଖିବାକୁ ମିଳିଛି। ସବୁଦିନିଆ ଚେକିଂ ପରେ ମଧ୍ୟ ବାଟକୁ ଆସୁନାହାନ୍ତି ବାର୍ ମାଲିକ। ରାତି ୧୨ଟାପରେ ବାର୍ ଚେକିଂରେ ପୋଲିସ ନକେଦାମ। ଲାଇସେନ୍ସର ହେଉଛି ଅପବ୍ୟବହାର। ତେବେ ଚନ୍ଦ୍ରଶେଖରପୁର ଥାନା ଏବଂ ଇନ୍ଫୋସିଟି ଥାନା ଅଞ୍ଚଳରେ ଏକକାଳୀନ ସମସ୍ତ ବାର୍ ରେ ରେଡ୍ ହୋଇଛି। ରେଡ୍ ରେ ସାମିଲ ଥିଲେ […]

ଦେଶ ବିଦେଶ ମନୋରଞ୍ଜନ

ହଲିଉଡ୍‌ର ବିଗ୍‌ ବଜେଟ୍‌ ୱେବ୍‌ ସିରିଜ୍‌ରେ ଏଣ୍ଟ୍ରି କଲେ ଶ୍ରୁତି, ଏହି ଚରିତ୍ରରେ ଆସିବେ ନଜର

ମୁମ୍ଵାଇ ୦୧।୧୦: ଅଭିନେତ୍ରୀ ତଥା ଗାୟକ ଶ୍ରୁତି ହାସନ ଅନ୍ତର୍ଜାତୀୟ ଅଡିଓ ଡ୍ରାମା “ସ୍ୟାଣ୍ଡମ୍ୟାନ୍: ଆକ୍ଟ ଥାର୍ଡ” ରେ ତାଙ୍କ ସ୍ୱର ସହିତ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ଶ୍ରୁତି ତାଙ୍କର ଇଂରାଜୀ ଏକଲ ‘ଶି ଇଜ୍‌ ଏ ହିରୋ’ ରିଲିଜ୍ ହେବାର କିଛି ଦିନ ପରେ ଆସିଥିଲା। ଯାହାକୁ ଦର୍ଶକ ଏବଂ ସମାଲୋଚକମାନେ ଏହି ସଂଗୀତକୁ ଖୁବ୍‌ ପସନ୍ଦ କରିଥିଲେ। ନ୍ୟୁୟର୍କ ଟାଇମ୍ସର ସର୍ବଶ୍ରେଷ୍ଠ ବିକ୍ରୟ, ମଲ୍ଟି-ପାର୍ଟ ଅଡିଓ ଡ୍ରାମା ସିରିଜର ତୃତୀୟ କିସ୍ତି […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ବାରଣ୍ଡା ଓ ସାଇକେଲ ଷ୍ଟାଣ୍ଡରେ ଚାଲିଛି ପାଠ ପଢା

ବାଲିଗୁଡା ୦୧/୧୦: ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ ଏବଂ ସାର୍ବଜନିନ ସ୍ମାର୍ଟ କରିବା ପାଇଁ ସରକାର ବିଭିନ୍ନ ବିଦ୍ୟାଳୟକୁ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି । କିନ୍ତୁ କନ୍ଧମାଳ ଜିଲ୍ଲାରେ ଟି ବିଦ୍ୟାଳୟର ଅର୍ଥଚଳୁ ଏବଂ ନିମ୍ନମାନର କାର୍ଯ୍ୟ ଯୋଗୁଁ ଏହାର ସୁଫଳ ପାଇପାରୁ ନଥିବା ଅଭିଯୋଗ ହୋଇଛି । ବାଲିଗୁଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୋଟଗଡ ବ୍ଲକ ଅଧିନସ୍ଥ ଶ୍ରୀରାମପୁର ସୁବର୍ଣ୍ଣଗିରି ମାର୍ଲାଙ୍ଗ ଉଚ୍ଚ ବିଦ୍ୟାଳୟ ଗୁଡିକରେ ଦାୟିତ୍ୱରେ ଥିବା ବିଡ଼ିଓ ଯନ୍ତ୍ରୀ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ କୋଟିକୋଟି ଟଙ୍କା […]

ଦେଶ ବିଦେଶ ମନୋରଞ୍ଜନ

ରିଲ୍‌ ଲାଇଫ୍‌ର ରାମଙ୍କୁ ଦେଖି ଭାବପ୍ରବଣ ହୋଇଗଲେ ଫ୍ୟାନ୍ସ, ଏୟାରପୋର୍ଟରେ ମାରିଲେ ମୁଣ୍ଡିଆ

ମୁମ୍ଵାଇ ୦୧।୧୦: ରାମାୟଣରେ ଭଗବାନ ଶ୍ରୀ ରାମ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରୁଣ ଗୋଭିଲ। ଆଜି ବି ତାଙ୍କ ପ୍ରସଂଶକଙ୍କ ମଧ୍ୟ ଶ୍ରୀ ରାମ ଅଟନ୍ତି। ନିକଟରେ ଅରୁଣ ଗୋବିଲ ତାଙ୍କର ଏକ ବିଶେଷ ଅତିଥି ଭାବରେ ଶମ୍ଭାଜୀ ନାଗରର ରାମଲୀଲାରେ ପହଞ୍ଚିଥିଲେ। ଏହା ପୂର୍ବରୁ ଅରୁଣ ବିମାନବନ୍ଦରରୁ ବାହାରିବା ମାତ୍ରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ସ୍ୱାଗତ କରିଥିଲେ। ଏହି ସମୟରେ ଅରୁଣଙ୍କ ପ୍ରଶଂସକମାନେ ତାଙ୍କ ଭିତରେ ଆଜି ବି ଶ୍ରୀ ରାମଙ୍କ ପ୍ରତିଛବି ଦେଖୁଛନ୍ତି। […]

ଦେଶ ବିଦେଶ ମନୋରଞ୍ଜନ

ହାଉସ୍‌ଫୁଲ୍‌ ହେଲା ଥିଏଟର, ଧମାକାଦାର ଓପନିଂ କଲା ‘ବିକ୍ରମ ବେଧା’

ମୁମ୍ଵାଇ ୦୧।୧୦: ପ୍ରଥମ ଦିନରେ ହିଁ ଥିଏଟରରେ ଧମାଲ୍‌ କଲା ‘ବିକ୍ରମ ବେଧା’ । ଆଶା କରାଯାଉଥିବା ପରି ସୈଫ ଅଲି ଖାନ ଏବଂ ହ୍ରିତିକ ରୋଶନ ଅଭିନୀତ ବିକ୍ରମ ବେଧା ଖୁବ୍‌ କଲେକସନ୍‌ କରିଛନ୍ତି। ଏହି ଚଳଚ୍ଚିତ୍ରଟି ଜବରଦସ୍ତ ଆଡଭାନ୍ସ ବୁକିଂ ପାଇଥିଲା । ଅଧିକାଂଶ ପ୍ରେକ୍ଷାଳୟ ହାଉସ୍‌ଫୁଲ୍‌ ହୋଇଥିଲା। ପ୍ରଥମ ଥର ପାଇଁ ଉଭୟଙ୍କ ପ୍ରତିଯୋଗିତା ଦେଖାଯାଇଥିବା ବେଳେ ଏହି ଷ୍ଟାରମାନଙ୍କର ଏକ ଜବରଦସ୍ତ ପ୍ରଶଂସକ ହେଉଛନ୍ତି। ଆଡଭାନ୍ସ ବୁକିଂ ଦୃଷ୍ଟିରୁ ସୈଫ ଅଲି […]

ଦେଶ ବିଦେଶ ମନୋରଞ୍ଜନ

ଶେଷ ହେଲା ‘କ୍ରିମିନାଲ ଜଷ୍ଟିସ୍‌’ ସସ୍‌ପେନ୍ସ, ସାମ୍ନାକୁ ଆସିଲା କିଲରର ଚେହେରା

ମୁମ୍ଵାଇ ୦୧।୧୦: ଡିଜନି ପ୍ଲସ୍ ହଟଷ୍ଟାରର ୱେବ୍ ସିରିଜ୍ ‘କ୍ରିମିନାଲ ଜଷ୍ଟିସ୍: ଅଧୁରା ସଚ୍‌ ଷ୍ଟ୍ରିମ୍ ହୋଇ ସାରିଛି । ଏପର୍ଯ୍ୟନ୍ତ ଶୋ’ର ୬ଟି ଏପିସୋଡ୍ ଦେଖାଯାଇଛି। ଯାହା ପ୍ରଶଂସକଙ୍କ ମଧ୍ୟରେ ଏକ ବଡ଼ ହିଟ୍ ଅଟେ । ଗତକାଲି ଅର୍ଥାତ୍‌ ଶୁକ୍ରବାର ଦିନ ଏହି ସିରିଜର ସପ୍ତମ ଏପିସୋଡ୍‌ ପ୍ରସାରିତ ହୋଇଛି । ଏହି ଶୋ’ରେ ମିର୍ଜାପୁର ୱେବ୍ ସିରିଜ୍ ଫେମ୍‌ ପଙ୍କଜ ତ୍ରିପାଠୀ ଅର୍ଥାତ୍‌ ଓକିଲ ମାଧବ ମିଶ୍ରଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ଯାହାର […]

ଦେଶ ବିଦେଶ ମନୋରଞ୍ଜନ

ରାଜନୀତି ଦୁନିଆରେ ଏଣ୍ଟ୍ରି କରିବେ କଙ୍ଗନା ! ମହାରାଷ୍ଟ୍ର ସିଏମ୍‌ଙ୍କ ସହ କରିବେ ବୈଠକ

ନୂଆଦିଲ୍ଲୀ ୦୧।୧୦: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଖୁବ୍ ଶୀଘ୍ର ମହାରାଷ୍ଟ୍ରର ସିଏମ୍ ଏକନାଥ ସିନ୍ଦେଙ୍କୁ ଭେଟିବାକୁ ଯାଉଛନ୍ତି। ଗତ କିଛି ଦିନ ହେବ ସାମ୍ନାକୁ ଆସୁଥିବା ରିପୋର୍ଟରେ କଙ୍ଗନା ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି ବୋଲି ଦାବି କରାଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ଏହି ଖବର ଗୁଜବ ଏବେ ଚର୍ଚ୍ଚାକୁ ଆସିଛି । ଯଦି ରିପୋର୍ଟକୁ ବିଶ୍ଵାସ କରାଯାଏ, ତେବେ ଅଭିନେତ୍ରୀ ଅକ୍ଟୋବର ୧ ଅର୍ଥାତ୍ ଆସନ୍ତାକାଲି ସନ୍ଧ୍ୟାରେ ଭର୍ସା ବଙ୍ଗଳା ଠାରେ ଏକନାଥ ସିନ୍ଦେଙ୍କୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୦୧।୧୦: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୬ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୬୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୩ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୪୨୩୬କୁ ବୃଦ୍ଧି ପାଇଛି । ଏନେଇ […]