ପଙ୍କଜ୍ ତ୍ରିପାଠୀଙ୍କୁ ନ୍ୟାସନାଲ ଆଇକନ୍ କଲେ ନିର୍ବାଚନ ଆୟୋଗ, ଅଭିନେତା ଦେଲେ ଏହି କାମ
ମୁମ୍ଵାଇ ୦୪।୧୦: ନିର୍ବାଚନ ଆୟୋଗ୍ ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ଏକ ଜାତୀୟ ତଥା ନ୍ୟାସନାଲ ଆଇକନ୍ ଭାବରେ ଘୋଷଣା କରିଛନ୍ତି । ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଅଭିନେତା ECI ସହିତ କାମ କରିଥିଲେ। ତେଣୁ ତାଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି । ମୁଖ୍ୟ ନିର୍ବାଚନ କମିଶନରଙ୍କ ଉପସ୍ଥିତିରେ ଏହି ଘୋଷଣା କରାଯାଇଛି। ‘ମିର୍ଜାପୁର’ର କାଲିନ୍ ଭେଇୟା ଏବଂ ‘ସକ୍ରେଡ୍ ଗେମ୍’, ‘ମିମି’ ଭଳି ଚଳଚ୍ଚିତ୍ରରେ ତାଙ୍କର ଛୋଟ ଭୂମିକା ଏକ […]
