ନେତାଙ୍କୁ ବ୍ଲାକ୍ମେଲିଂ କରି ବନ୍ଧାହେଲେ ବ୍ଲାକମେଲର, ପେନ୍ ଡ୍ରାଇଭରେ ରହିଛି ହାଇପ୍ରୋଫାଇଲ ଲୋକଙ୍କ ଭିଡିଓ
ଭୁବନେଶ୍ୱର,୭/୧୦ : ରାଜନେତାଙ୍କ ସହ ଫେସ୍ବୁକ୍ରେ ସମ୍ପର୍କ । କିଛିଦିନ ପରେ ଫୋନ୍ରେ ପ୍ରେମାଳାପ । ତା’ପରେ ଶାରୀରିକ ସମ୍ପର୍କ ସ୍ଥାପନ । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟିଂ କରି ବ୍ଲାକ୍ମେଲ୍ କରି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିବା ମୂଳ ଲକ୍ଷ୍ୟ । ଏମିତି ବ୍ଲାକ୍ମେଲିଂ କରୁଥିବା ଜଣେ ମହିଳାଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ୍ । ତାଙ୍କ ନାଁ ଅର୍ଚ୍ଚନା ନାୟକ । ତାଙ୍କ ଠାରୁ ପୁଲିସ୍ ୨ଟି ପେନ୍ଡ୍ରାଇଭ୍ ଓ ୨ଟି ମୋବାଇଲ୍ […]