ଗୋଳନ୍ଥରା ପୋଲିସକୁ ସଫଳତା, ବେଆଇନ୍ ୟୁନିଟ ଉପରେ ଚଢାଉରେ ବିପୁଳ ପରିମାଣର ଗୁଟଖା ଜବତ
ବ୍ରହ୍ମପୁର ୧୪/୧୦: ଗୋଳନ୍ଥରା ପୋଲିସ୍ର ବଡ ଧରଣର ଚଢାଉ । ହଳଦିଆପଦର ଓ ଅଟୋନଗର ବେଆଇନ୍ ଗୁଟଖା ୟୁନିଟ ଉପରେ ଚଢାଉ । ବିପୁଳ ପରିମାଣର ଗୁଟଖା, ଗୁଟଖା ସାମଗ୍ରୀ ସହ ବିଭିନ୍ନ ମେସିନ୍ ଜବତ ହୋଇଛି । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୧୦ କୋଟି ଟଙ୍କା ହେବ ବୋଲି ଆକଳନ କରିଛି ପୋଲିସ୍ । ଦୁଇଜଣଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ମୁଖ୍ୟ କାର୍ପଟଦାର ପି ଗୋପାଳ କ୍ରିର୍ଷ୍ଣା ରାଓଙ୍କୁ ଗିରଫ କରିବାକୁ ପୁଲିସ୍ […]