CBIରେ ହାଜର ହେବେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ସିସୋଦିଆ, ସକାଳ ୧୧ଟାରେ ହାଜିରା ଲାଗି ନୋଟିସ୍
ନୂଆଦିଲ୍ଲୀ ୧୭/୧୦: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ସମନ୍ । ଦିଲ୍ଲୀ ଏକ୍ସାଇଜ୍ ପଲିିସିକୁ ନେଇ ମନୀଷ ସିସୋଦିଆଙ୍କୁ ଆଜି ସକାଳ ୧୧ଟାରେ ଦିଲ୍ଲୀରେ ସିବିଆଇ ନିକଟରେ ହାଜର ହେବାକୁ ପଡ଼ିବ । ଏଥିପାଇ ସିବିଆଇ ନୋଟିସ୍ ପଠାଇଛି। ଏହାର ଜବାବରେ ମନୀଷ ସିସୋଦିଆ କହିଛନ୍ତି ସତ୍ୟମେବ ଜୟତେ । ଦିଲ୍ଲୀ ଏକ୍ସସାଇଜ୍ ପଲିସି ମାମଲାରେ ମନୀଷ ସିସୋଦିଆଙ୍କ ବିରୋଧରେ ୨ଟି ପ୍ରମୁଖ ମାମଲା ରହିଛି । ମନୀଷ ସିସୋଦିଆଙ୍କ ବିରୋଧରେ ଅଭିଯୋଗ ଅଛି ଯେ […]
