ଓଏସ୍ଆର୍ଟିସିର ହଜାରେ କୋଟିର ଯୋଜନା: ୨୧୩କୋଟିରେ କିଣାହେବ ୪୧୦ଟି ବସ୍
ଭୁବନେଶ୍ବର : ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆର୍ଟିସି)ର ନବକଳେବର ହେବାକୁ ଯାଉଛି। ଏଥିପାଇଁ ଓଏସ୍ଆର୍ଟିସି ପ୍ରାୟ ହଜାରେ କୋଟିର ଯୋଜନା କରିଛି। ହେଲେ ଏତେ ଅର୍ଥ ଦେବା ନେଇ ସଡ଼କ ଓ ପରିବହନ ବିଭାଗ କୁନ୍ଥକୁନ୍ଥ ହେଉଛି। ଓଏସ୍ଆର୍ଟିସି କେଉଁ କେଉଁ କାମ ପାଇଁ କେତେ ଅର୍ଥ ଖର୍ଚ୍ଚ କରିବ ସେନେଇ ଟିକିନିଖ୍ ହିସାବ ଦେବାକୁ ପରିବହନ ବିଭାଗ କହିଛି। ଓଏସ୍ଆର୍ଟିସିର ଯୋଜନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ୪୧୦ଟି ନୂଆ ବସ୍ କିଣାଯିବ। […]









