ବିରାଟ-ରୋହିତ-ପନ୍ଥଙ୍କଠୁ ବି ଆଗରେ ସୂର୍ଯ୍ୟକୁମାର ଯାଦବ, କରିଛନ୍ତି ସର୍ବାଧିକ ରନ୍
ମୁମ୍ବାଇ ୧୯।୧୧: ଟି-୨୦ କ୍ରିକେଟରେ ସେ ଷ୍ଟାର । ଚଳିତ ବର୍ଷ ସବୁଠୁ ଅଧିକ ରନ୍ କରିବାରେ ରେକର୍ଡ ଏହି କ୍ରିକେଟରଙ୍କ ନାଁରେ ରହିଛି । ଆପଣ ଜାଣିଛନ୍ତି କିଏ ସେହି କ୍ରିକେଟର । ସେ ଆଉ କିଏ ନୁହେଁ, ତାଙ୍କୁ ମିଷ୍ଟର ୩୬୦ ନାଁରେ ସମସ୍ତେ ଜାଣନ୍ତି । ସେ ହେଉଛନ୍ତି ଭାରତୀୟ କ୍ରିକେଟର ବିସ୍ଫୋରକ ବ୍ୟାଟସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ । ୨୦୨୨ରେ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ୍ରୁ ଖୁବ୍ ରନ ବର୍ଷା ହୋଇଛି । ଚଳିତ […]









