ପୂରଣ ହେଲା ୩୦ ବର୍ଷର ଦାବି: ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧୀନକୁ ଆସିଲା ବୌଦ୍ଧ, ନୂଆପଡ଼ା
ସମ୍ବଲପୁର/ବୌଦ୍ଧ : ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାବାସୀଙ୍କ ବହୁଦିନର ସ୍ବପ୍ନ ପୂରଣ ହୋଇଛି। ଅନେକବର୍ଷର ଲମ୍ବା ଦାବିପରେ ଶେଷରେ ଉତ୍ତରାଞ୍ଚଳ ରାଜସ୍ବ ଡିଭିଜନ୍ର ପୁନର୍ଗଠନ ହୋଇ ଏଥିରେ ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାକୁ ସାମିଲ୍ କରାଯାଇଛି। ଏ ନେଇ ‘ସମ୍ବାଦ’ରେ ମଧ୍ୟ ବାରମ୍ବାର ଖବର ପ୍ରକାଶ ପାଇଥିଲା। ବୌଦ୍ଧ ଓ ନୂଆପଡ଼ାର ଉତ୍ତରାଞ୍ଚଳ ଡିଭିଜନ୍ରେ ମିଶିବାର ଆବଶ୍ୟକତା ନେଇ ଖବରରେ ଦର୍ଶାଯାଇଥିଲା। ଶେଷରେ ସରକାର ଏହି ଦାବି ରକ୍ଷାକରି ଐତିହାସିକ ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ଉତ୍ତରାଞ୍ଚଳ ରାଜସ୍ବ […]









