ବାହାଘର ଭୋଜିରେ ଯୁବବିଜ୍ଞାନୀ ଶେଷ କିସାନଙ୍କ ଘୋଷଣା: ଖୋଲିବେ ଫାର୍ମା କମ୍ପାନି, ଶସ୍ତାରେ ଯୋଗାଇବେ ଔଷଧ
ରେଢ଼ାଖୋଲ: ଯୁବବିଜ୍ଞାନୀ ଶେଷ କିଷାନଙ୍କ ବାହାଘର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସେ ଓଡ଼ିଶାରେ ଡ.ଶେଷ କିଷାନ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନି ଖୋଲିବେ ଓ ତା’ର ଲାଭାଂଶ ଗରିବ ପିଲାଙ୍କ ପାଠପଢ଼ାରେ ଖର୍ଚ୍ଚ ହେବ ବୋଲି ଘୋଷଣା କରିଛନ୍ତି। ମଙ୍ଗଳବାର ବାହାଘର ଭୋଜି ଅବସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. କିଷାନ ଏହି ଘୋଷଣା କରିଥିଲେ। ସେ କହିଛନ୍ତି ଯେ ଅତି ଅଳ୍ପ ଖର୍ଚ୍ଚରେ ସାଧାରଣ ରୋଗୀମାନେ ଉନ୍ନତ ମାନର ଔଷଧ ପାଇପାରିବେ। ୪ ମାସ ମଧ୍ୟରେ […]









