୨୦୨୪ରେ ନିର୍ବାଚନ ଲଢ଼ିବେନି ନରସିଂହ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବଲାଙ୍ଗୀର : ବୟସାଧିକ୍ୟ କାରଣରୁ ଆଗାମୀ ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ବୋଲି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କହିଛନ୍ତି। ସାମ୍ବାଦିକମାନଙ୍କ ସହ ସ୍ଥାନୀୟ ସର୍କିଟ ହାଉସ୍ଠାରେ ଆଲୋଚନା ସମୟରେ ଶ୍ରୀ ମିଶ୍ର କହିଛନ୍ତି, ‘ମୋତେ ଏବେ ୮୩ ବର୍ଷ ହେଲାଣି। […]









