ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା, ରାତିରେ ଚଢାଉ କରି ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
କରଞ୍ଜିଆ ୦୧।୧୨ : ବନ କର୍ମଚାରୀଙ୍କୁ ଆକ୍ରମଣ କରି ଅଟକ ରଖିବା ଘଟଣା । ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଏଦେଲବେଡା ଗାଁର ମାଣିକରାମ କଣ୍ଡେୟା, ମୋରା ହୋ, ରାମାୟ କଣ୍ଡେୟା, ଗୋପବନ୍ଧୁ କଣ୍ଡେୟା ଓ ଟୁରି କଣ୍ଡେୟା ବୋଲି ଜଣାପଡିଛି । ଖବର ଅନୁଯାୟୀ, ଗତ ୨୮ ତାରିଖ ରାତିରେ ଠାକୁରମୁଣ୍ଡା ବ୍ଲକ ଏଦେଲବେଡା ଗାଁରେ ସମ୍ବର ମାଂସ ବଣ୍ଟାଯିବା ସମୟରେ ମାଡିବସିଥିଲା ବନବିଭାଗ । ପରେ ତଲାସୀ […]









