ଗୁଜରାଟ-ହିମାଚଳରେ ଚାଲିଲାନି ଝାଡୁ । ହିମାଚଳରେ ଶୂନ୍, ଗୁଜରାଟରେ ଜିତିଲେ ୫ ପ୍ରାର୍ଥୀ ।
ବ୍ୟୁରୋ: ଦିଲ୍ଲୀ ଏମସିଡି ନିର୍ବାଚନରେ ଆମ ଆଦମୀ ପାର୍ଟି ନିଜର ଶକ୍ତି ପ୍ରଦର୍ଶନ କରିଛି । ବିପୁଳ ଭୋଟରେ ଦିଲ୍ଲୀ ନଗର ନିଗମକୁ କବଜା କରିଛି ଦଳ । କିନ୍ତୁ ଗୁଜରାଟ ବିଧାନସଭା ନିର୍ବାଚନରେ ଠିକ ଓଲଟା ଦେଖିବାକୁ ମିଳିଛି । ଚର୍ଚ୍ଚା ହେଉଥିଲା କି ଆମ ଆଦମୀ ପାର୍ଟି ଯେଉଁ ଷ୍ଟ୍ରାଟେଜି ଆପଣାଇ ପଞ୍ଜାବରେ କମାଲ କରିଥିଲା ଠିକ୍ ସେଭଳି କିଛି ବୋଧହୁଏ ଗୁଜରାଟରେ ଦେଖିବାକୁ ମିଳିବ । କିନ୍ତୁ ଦଳ ଗୁଜରାଟ ମାଟିରେ ଫିକା […]









