ଥାନା ଭିତରେ ପ୍ରଚଣ୍ଡ ବିସ୍ଫୋରଣ, ୧ କିମି ଦୂର ପର୍ଯ୍ୟନ୍ତ ଶୁଭିଲା ଶବ୍ଦ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଜଳେଶ୍ୱର : ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନାର ଏକ ପରିତ୍ୟକ୍ତ ପାଇଖାନା ଘରେ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଏହାର ଶବ୍ଦ ୧ କିମି ଅଞ୍ଚଳ ଯାଏ ଅନୁଭୂତ ହୋଇଥିଲା। ବିସ୍ଫୋରଣ ପ୍ରଭାବରେ ପାଇଖାନାର କବାଟ […]









