ଶ୍ରୀମନ୍ଦିର ପରିଚାଳନା ବୈଠକରେ ଦୋଳବେଦି ତାତି
ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜି ଦୋଳିବେଦି ଭଙ୍ଗା ତାତି ଦେଖିବାକୁ ମିଳିଛି। ପରିଚାଳନା କମିଟି ସଦସ୍ୟମାନେ ଏହି ପ୍ରସଙ୍ଗରେ ଠିକା ସଂସ୍ଥାଠାରୁ ଜବାବ ମାଗିଛନ୍ତି। ଶ୍ରୀମନ୍ଦିର ଦୋଳବେଦି ଐତିହ୍ୟ ସଂପନ୍ନ, ଏହାକୁ କିଏ ଭାଙ୍ଗିଲା ବୋଲି ଗୁଡ଼େଇତୁଡ଼େଇ ପ୍ରଶ୍ନ କରିଛନ୍ତି। ଆଗକୁ ଯେଭଳି ଦୋଳବେଦି ପାଚେରି ଭଙ୍ଗା ନ ହେବ, ସେ ଉପରେ ଦୃଷ୍ଟି ଦେବାକୁ ବି ଦାବି ହୋଇଛି। ପରିଚାଳନା କମିଟି ସଦସ୍ୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଜି ଏହି ପ୍ରସଙ୍ଗ […]









