ଦେଶବାସୀଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ସମସ୍ତଙ୍କ ସୁଖ ଓ ସଫଳତା କାମନା କରି ଆଜି ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟର୍ରେ ନବ ବର୍ଷର ଶୁଭେଚ୍ଛା ବାର୍ତ୍ତାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲେଖିଛନ୍ତି: ସମସ୍ତଙ୍କ ପାଇଁ ହର୍ଷୋତ୍ଫୁଲ୍ଲ ନବବର୍ଷ। ଭାରତରେ ଓ ବିଦେଶରେ ଥିବା ଦେଶର ନାଗରିକମାନଙ୍କ ପ୍ରତି ଅଭିନନ୍ଦନ ଓ ଶୁଭେଚ୍ଛା। ବର୍ଷ ୨୦୨୩ ଆମ୍ଭମାନଙ୍କ ଜୀବନରେ ନୂଆ ପ୍ରେରଣା, ଲକ୍ଷ୍ୟ ଏବଂ କୃତ୍ବିତ୍ବ ଆଣି ଦେଉ। ଚାଲନ୍ତୁ, ଜାତିର ଏକତା, ଅଖଣ୍ଡତା ଏବଂ […]









