ମାଞ୍ଜା ସୂତା ସଂପୂର୍ଣ୍ଣ ନିଷେଧ ପ୍ରସଙ୍ଗ: ହାଇକୋର୍ଟରେ ଜନସ୍ବାର୍ଥ ମାମଲା
କଟକ: ମାଞ୍ଜା ସୂତା ବ୍ୟବହାର ସଂପୂର୍ଣ୍ଣ ଭାବେ ନିଷେଧ ପ୍ରସଙ୍ଗ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ସ୍ବପ୍ନ ଫାଉଣ୍ଡେସନ୍ ସଦସ୍ୟା ତଥା ସାମାଜିକ କର୍ମୀ ପୁଷ୍ପାଞ୍ଜଳି ମହାପାତ୍ରଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ ଗୁଡ଼ି ଉଡ଼ାରେ ମାଞ୍ଜା ସୂତା ବ୍ୟବହାର ଦ୍ବାରା ଲୋକଙ୍କ ଧନଜୀବନ ହାନି ହେଉଛି। ଏଥିସହିତ ଚାଇନିଜ୍ ମାଞ୍ଜା ଭାବେ ପରିଚିତ ନାଇଲନ୍ ଓ ପ୍ଲାଷ୍ଟିକ୍ ସୂତା ମଧ୍ୟ ଗୁଡ଼ି ଉଡ଼ା ପାଇଁ ବ୍ୟବହାର କରାଯାଉଛି। ଏହା ମଣିଷ ଓ […]









