ଚାଉଳ ରାଜନୀତି: ୮୪୦୦ କୋଟି ବନାମ ୧୮୫ କୋଟି
ଭୁବନେଶ୍ବର : ହିତାଧିକାରୀମାନଙ୍କୁ ଦିଆଯାଉଥିବା ମାଗଣା ଚାଉଳକୁ ନେଇ ରାଜନୀତି ଜୋର ଧରିଛି। କେନ୍ଦ୍ର ସରକାର ୮୧ କୋଟିରୁ ଅଧିକ ଲୋକଙ୍କୁ ବର୍ଷକ ପର୍ଯ୍ୟନ୍ତ ମାଗଣାରେ ଶସ୍ୟ ଦେବା ଲାଗି ନୂଆ ସ୍କିମ୍ ଘୋଷଣା କରିବା ପରେ ଓଡ଼ିଶା ସରକାର ମଧ୍ୟ ବର୍ଷକ ପାଇଁ ହିତାଧିକାରୀଙ୍କୁ ମାଗଣା ଚାଉଳ ଦେବା ଲାଗି ଯୋଜନା ଆଣିଛନ୍ତି। ଏହି ପ୍ରସଙ୍ଗରେ ଆଜି ମତ ରଖି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ […]









