କଣ୍ଟାବାଞ୍ଜିରୁ କାର୍ ଚୋରି ଉଦ୍ୟମ ଫେଲ୍, ସିସିଟିଭିରେ କଏଦ୍ ହେଲା ଚୋରି ଦୃଶ୍ୟ
କଣ୍ଟାବାଞ୍ଜି ୨୬।୦୬: ସିସିଟିଭିରେ ଗାଡ଼ି ଚୋରିର ଦୃଶ୍ୟ କଏଦ। କଣ୍ଟାବାଞ୍ଜି ସହରରେ ଦିନକୁ ଦିନ ବାଇକ ଚୋରି ବଢୁଥିବା ଅଭିଯୋଗ ହୋଇଛି । ୨୫ତାରିଖ ରାତିରେ ଜଣେ ବ୍ୟବସାୟୀଙ୍କ ଘର ବାହାରେ ଥିବା ବାଇକ ଚୋରି ହୋଇଛି। ଚୋରିର ଦୃଶ୍ୟ ଦୋକାନ ବାହାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ସେହିଦିନ ୨୫ତାରିଖ ବିଳମ୍ବିତ ରାତିରେ ସହରର ମୁଖ୍ୟ ଛକରେ ଥିବା ଏକ ଚାରିଚକିଆ ଗାଡ଼ିକୁ ଚୋରି କରିବାକୁ ଦୁଇଜଣ ଉଦ୍ୟମ କରୁଥିବା ମଧ୍ୟ ସିସିଟିଭିରେ କଏଦ ହୋଇଥିବା […]