ଶେଷ ହେଲା ବରମୁଣ୍ଡା ପ୍ରିମିୟର ଲିଗ୍ : ବରମୁଣ୍ଡା ବୁଲ୍ସ ଚାମ୍ପିଅନ୍
ଭୁବନେଶ୍ୱର ୨୭।୦୬: ଶେଷ ହେଲା ବରମୁଣ୍ଡା ପ୍ରିମିୟର ଲିଗ୍ର ୨ୟ ସିଜିନ୍। ବରମୁଣ୍ଡା ବୁଲ୍ସ ବରମୁଣ୍ଡା ପ୍ରିମିୟର ଲିଗ୍ର ଏହି ସଂସ୍କରଣରେ ଚାମ୍ପିଅନ୍ ହୋଇଛି । ପୁରସ୍କାର ସ୍ୱରୂପ ଚାମ୍ପିଅନ୍ ଟିମ୍କୁ ଟ୍ରଫି ସହ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ରନ୍ର୍ସ ଅପ୍ ଟିମକୁ ୧୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି । ନୀଳକଣ୍ଠେଶ୍ୱର କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା । ଗତ ୨୫ ତାରିଖରୁ ଆରମ୍ଭ ହୋଇଥିଲା […]