ଟ୍ରକ୍କୁ ପଛପଟୁ ପିଟିଲା କାର୍, ୮ ଆହତ
ନୟାଗଡ଼ ୨୯।୦୬: ଟ୍ରକ୍କୁ ପଛପଟୁ ପିଟିଲା କାର୍ । ଏହି ଦୁର୍ଘଟଣାରେ ୮ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡାକିଲରେ ଭର୍ତ୍ତି କରାଯାଇଛି । ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ନୂଆଗାଁ ଥାନା ସୋରଡ଼ା ନିକଟରେ ଘଟିଛି ଏପରି ଦୁର୍ଘଟଣା । ଖବର ଅନୁଯାୟୀ, ଦୁଇ ପରିବାର ଭୁବନେଶ୍ବର ଅଭିମୁଖେ ଆସୁଥିଲେ। ଏହି ସମୟରେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ନୂଆଗାଁ ଥାନା ସୋରଡା ନିକଟରେ ଟ୍ରକକୁ ପଛପଟୁ ପିଟିଲା କାର୍ । ଏହି ଦୁର୍ଘଟଣାରେ […]