ଅତିରୁ ଇତି: ଅତ୍ୟଧିକ ଓଜନ ହ୍ରାସ କରି ମୃତ୍ୟୁ ମୁଖରେ ମହିଳା
ନୂଆଦିଲ୍ଲୀ: ଓଜନ ହ୍ରାସ କରିବାକୁ ଲୋକେ ବିଭିନ୍ନ ଉପାୟ ଅାପଣେଇଥାନ୍ତି। ନିଜ ଓଜନକୁ ନିୟନ୍ତ୍ରଣରେ ରଖିବା ଏକ ଭଲ କଥା। ମାତ୍ର ଅତ୍ୟଧିକ ଓଜନ ହ୍ରାସ ମୃତ୍ୟୁର ବି କାରଣ ବନିପାରେ। ଲୋକେ ଡାଏଟ୍, ବ୍ୟାୟାମ, ଯୋଗ ଆଦି ବିଭିନ୍ନ ପ୍ରକ୍ରିୟା ଆପଣେଇ ଓଜନ ହ୍ରାସ କରିଥାନ୍ତି। ମାତ୍ର କିଛି ଲୋକ ଅଛନ୍ତି ଖାଦ୍ୟ ନଖାଇ ଓଜନ ହ୍ରାସ କରିବା କଥା ଚିନ୍ତା କରିଥାନ୍ତି, ଯାହାକି ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଯାହାର ଏକ ଜ୍ବଳନ୍ତ ଉଦାହରଣ […]

