ଅସୁରକ୍ଷିତ ରାଜଧାନୀ, ମାତିଛନ୍ତି ଲୁଟେରା: ରାତି ଅଧରେ ଘରେ ପଶି କରୁଛନ୍ତି ଲୁଟ୍ପାଟ୍, ସିସିଟିଭିରେ ଧରାପଡିଲେ ଚୋର
ଭୁବନେଶ୍ୱର ୧୬/୦୭: ରାଜଧାନୀରେ ମାତିଛନ୍ତି ଲୁଙ୍ଗି ଗାମୁଛା ବେଶଧାରୀ ଗ୍ୟାଙ୍ଗ । ଶ୍ରମିକ ବେଶରେ ଆସୁଛନ୍ତି ଘରେ ପଶି ଲୁଟୁଛନ୍ତି । ସିସିଟିଭି କଏଦ ହେଲା ଗ୍ୟାଙ୍ଗର ଦୃଶ୍ୟ । ଏହି ଗ୍ୟାଙ୍ଗର ଲୂଟ୍ ଉଦ୍ୟମ ପଣ୍ଡ ହୋଇଛି । ଲିଙ୍ଗରାଜ ଥାନା ଗ୍ୟାରେଜ ଛକ ନିକଟ କେନାଲ ରୋଡ କଲୋନୀରେ ଜଣକ ଘରେ ରାତି ଅଧରେ ପଶିବାକୁ ଉଦ୍ୟମ କରୁଥିଲେ । ସମ୍ପୃକ୍ତ ଘର ଲୋକ ଚେତା ଥିବା ବେଳେ ଗ୍ୟାଙ୍ଗକୁ ଦେଖି ପାଟି କରିବା […]