ଖେଳ ଦେଶ ବିଦେଶ

ଟି-୨୦ କ୍ରିକେଟ୍‌ରୁ ଅବସର ଘୋଷଣା କଲେ ବାଂଲାଦେଶ ବ୍ୟାଟର ତମିମ ଇକବାଲ

ଢାକା: ବାଂଲାଦେଶ ବ୍ୟାଟର ତମିମ ଇକ୍‌ବାଲଙ୍କ ଅଚାନକ ଅବସର ଘୋଷଣା। ରବିବାର(ଜୁଲାଇ ୧୭)ତତ୍‌କାଳ ପ୍ରଭାବରେ ଟି-୨୦ରୁ ଅବସର ଗ୍ରହଣ କଲେ ତମିମ ଇକବାଲ। ଗୁୟାନା ଷ୍ଟାଡିୟମ୍‌ରେ ବାଂଲାଦେଶ ୱେଷ୍ଟଇଣ୍ଡିଜ୍‌କୁ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍‌ରେ ୪ୱିକେଟ୍‌ରେ ପରାସ୍ତ କରିବା ପରେ ହଠାତ୍ ଅବସର ଘୋଷଣା କରିଛନ୍ତି ତମିମ ଇକବାଲ। ଏନେଇ ସେ ତାଙ୍କ ଫେସ୍‌ବୁକରେ ପୋଷ୍ଟରେ ସୂଚନା ଦେଇଛନ୍ତି। ଫେସ୍‌ବୁକରେ ପୋଷ୍ଟ କରି ସେ ଲେଖିଛନ୍ତି “ଆଜିଠାରୁ ମୁଁ ଟି-୨୦ରୁ ଅବସର ନେଲି ବୋଲି ଭାବନ୍ତୁ। […]

ଅପରାଧ ରାଜ୍ୟ

ପଳାଶୁଣୀ ମାନସ ହତ୍ୟାକାଣ୍ଡ ମାମଲା, ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର ୧୭।୦୭ : ପଳାଶୁଣୀ ମାନସ ହତ୍ୟାକାଣ୍ଡ ମାମଲା । ଏହି ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାରେ ତିନି ଜଣଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ସୂଚନା । ଖବର ଅନୁଯାୟୀ, ଗତ ମାର୍ଚ୍ଚ ମାସରେ ବିଏମ୍‌ସିର ଏକ ଅଳିଆ ପ୍ଲାଣ୍ଟରେ ମାନସଙ୍କୁ ହତ୍ୟା କରି ତା ଉପରେ ଭଙ୍ଗା ଇଟା ଘୋଡାଇ ଫେରାର ହୋଇଯଇଥିଲେ ଦୁର୍ବୃତ୍ତ । […]

ଅପରାଧ ରାଜ୍ୟ

ଡାହାଣୀ ସନ୍ଦେହ, ଠେଙ୍ଗାରେ ପିଟି ପିଟି ବୃଦ୍ଧାଙ୍କୁ ମାରିଦେଲେ ପଡୋଶୀ

ରାଇରଙ୍ଗପୁର ୧୭।୦୭ : ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା । ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ବଡ଼ାମତଳିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକ ଗାଙ୍ଗୀ ଜାମୁଦା ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଜାମଦା ଥାନା ବଡାମତଳିଆ ଗାଁର ଗାଙ୍ଗୀ ଜମୁଦା ନଳକୂପକୁ ଗାଧେଇବାକୁ ଯାଇଥିଲେ । ଠିକ୍‌ ଏହି ସମୟରେ ପଡୋଶୀ ମଦନ ପିଙ୍ଗୁଆ(୬୦) ଡାହାଣୀ ସନ୍ଦେହ […]

ଅପରାଧ ରାଜ୍ୟ

ଗାଧୋଇବାକୁ ଯାଇଥିଲେ ମହିଳା, ପାଣିର ସୁଅରେ ଭାସିଗଲେ ଧୀରମଣୀ

ବୌଦ୍ଧ ୧୭।୦୭: ବୌଦ୍ଧ ଗିରାସୀଙ୍ଗା ଗାଁରେ ଅଘଟଣ । ସାଲୁଙ୍ଖି ନଦୀରେ ଗାଧୋଇବାକୁ ଯାଇ ମହିଳା ନିଖୋଜ । ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍‌ ଟିମ୍‌ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଖବର ଅନୁଯାୟୀ, ସାଲୁଙ୍ଖୀ ନଦୀରେ ଗାଧୋଉଥିବା ସମୟରେ ହଠାତ୍ ପାଣି ମାଡି ଆସିଥିଲା । ଯାହାଫଳରେ ନଦୀରେ ଭାସିଯାଇଥିଲେ ମହିଳା । ନିଖୋଜ ମହିଳା ଜଣକ ଗିରାସୀଙ୍ଗା ଗାଁର ଧୀରମଣି ଅମାତ ବୋଲି ଜଣାପଡିଛି । ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ […]

ଦେଶ ବିଦେଶ ମନୋରଞ୍ଜନ

ଅନୁଷ୍କାଙ୍କ ସହ ଭଜନ-କୀର୍ତ୍ତନରେ ସାମିଲ ହେଲେ ବିରାଟ, ସାମ୍ନାକୁ ଆସିଲା ଫଟୋ

ନୂଆଦିଲ୍ଲୀ ୧୬।୦୭: ବର୍ତ୍ତମାନ ବିରାଟ କୋହଲିଙ୍କର ଲଗାତାର ଖରାପ ପ୍ରଦର୍ଶନ କରୁଛନ୍ତି। ଇଂଲଣ୍ଡ ଗସ୍ତରେ ମଧ୍ୟ କୋହଲିଙ୍କ ପଡିଆରେ ନିଜର ଦମଦାର ଫର୍ମ ଦେଖାଇ ପାରି ନାହାନ୍ତି। ଏହି ଟୁରର ଶେଷ ମ୍ୟାଚ୍‌ରେ କୋହଲିଙ୍କଠାରୁ ପ୍ରଶଂସକମାନେ ଏକ ବଡ଼ ଇନିଂସ ଆଶା କରିବେ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଏଥିରୁ ଏହା ଦେଖିବାକୁ ମିଳେ ଯେ କୋହଲି ବର୍ତ୍ତମାନ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଭଜନ-କିର୍ତ୍ତନରେ ପହଞ୍ଚିଛନ୍ତି। […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ସିଦ୍ଧୁ ନିଜକୁ ବଞ୍ଚାଇବା ପାଇଁ ୨କୋଟି କରିଥିଲେ ଅଫର, ଗ୍ୟାଙ୍ଗଷ୍ଟର ଗୋଲଡି ବରାର୍‌ କଲେ ଖୁଲାସା

ନୂଆଦିଲ୍ଲୀ ୧୬।୦୭: ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଗୋଲଡି ବାବର ବର୍ତ୍ତମାନ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ସେ ଦାବି କରିଛନ୍ତି ଯେ ଭିକି ମିଡ୍‌ଦୁଖେଡା ମାମଲା ପରେ ସିଦ୍ଧୁ ମୁସେୱାଲା ତାଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କୁ ୨ କୋଟି ଟଙ୍କା ଅଫର କରିଥିଲେ। ନିର୍ବାଚନ ସମୟରେ ମୁସେୱାଲାଙ୍କ ଲୋକ ତାଙ୍କୁ କହିଥିଲେ ଯେ ତୁମେ ତାଙ୍କ ଜୀବନ ରକ୍ଷା କର, ଆମେ ତୁମକୁ ଦୁଇ କୋଟି ଟଙ୍କା ଦେବୁ। ଏହା ପରେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଗୃହରେ ଉଠିଲା ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ, କାର୍ଯ୍ୟାନୁଷ୍ଠାନ ଦାବି କଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର ୧୬/୦୭: ଶୂନ୍ୟକାଳରେ ଉଠିଲା ସମ୍ବଲପୁର ବିଶ୍ଵବିଦ୍ୟାଳୟରୁ ପ୍ରଶ୍ନ ପତ୍ର ଲିକ ଘଟଣା । ରାଜ୍ୟ ସରକାର କହୁଛନ୍ତି ଆମେ ସବୁ ଥୀରେ ବିଶ୍ୱସ୍ତରୀୟ । କିନ୍ତୁ ବାସ୍ତବରେ ଶିକ୍ଷା କ୍ଷେତ୍ରରେ କଣ ହେଉଛି? ନା ଶିକ୍ଷକ ଛାତ୍ରମାନଙ୍କୁ ପାସ କରାଇ ବିଶ୍ୱସ୍ତରୀୟ କରିବାକୁ ଚାହୁଛନ୍ତି । ଯାହା ପାଇଁ ଏ ଭଳି ହୁଏତ ଅନେକ ଘଟଣା ଘଟିଥିବା କିନ୍ତୁ ସାମ୍ନାକୁ ଆସୁନି । ଏବେ ଏବେ ଦଶମ ପରୀକ୍ଷା ଫଳ ବାହାରିଛି କିନ୍ତୁ କୋଉ ସ୍କୁଲ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଶୂନ୍ୟକାଳରେ ଉଠିଲା କାଶିପୁର ଝାଡ଼ାବାନ୍ତି ପ୍ରସଙ୍ଗ, ଘଟଣା ଦୁଃଖଦାୟକ କହିଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର ୧୬/୦୭: ରାୟଗଡା ଜିଲ୍ଲା କାଶିପୁରରେ ଝାଡ଼ାବାନ୍ତି ପ୍ରସଙ୍ଗ । ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ନରସିଂହ କହିଲେ ଝାଡାବାନ୍ତି ବ୍ୟାପିବା ଏବଂ ଏଥିରେ ୬ ଜଣଙ୍କ ମୃତ୍ୟୁ ହେବା ଅତ୍ୟନ୍ତ ଦୁଃଖଦାୟକ । ଏନେଇ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖିବାକୁ କଂଗ୍ରେସ ବିଧାୟକ ଦଳ ନେତାଙ୍କ ଦାବି କରିଛନ୍ତି । ଏହାକୁ ନେଇ ବାଚସ୍ପତି ରୁଲିଂ ଦେବାକୁ ନରସିଂହଙ୍କ ଦାବି କରିଥିଲେ। ଘଟଣାକୁ ନେଇ କଂଗ୍ରେସ ବିଧାୟକ ଗୃହରେ […]

ଅପରାଧ ରାଜ୍ୟ

ରୁଚି ଫ୍ୟାକ୍ଟ୍ରିରେ ବଡ ଧରଣର ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

କଟକ ୧୬/୦୭: କଟକ ଖପୁରିଆରେ ବଡ ଧରଣର ଅଗ୍ନିକାଣ୍ଡ । ରୁଚି ଫ୍ୟାକ୍ଟ୍ରିରେ ବଡ ଧରଣର ଅଗ୍ନିକାଣ୍ଡ ହୋଇଛି । ପ୍ରାୟ ବିଳମ୍ୱିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ପାସ୍ତା ୟୁନିଟରେ ଆଜି ଭୋର ଚାରିଟା ସମୟରେ ହଠାତ ନିଆଁ ଲାଗିଯାଇଥିଲା । ଖବର ପାଇ ଅଗ୍ନିଶମର ତିନୋଟି ଦମକଳ ଗାଡି ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ବର୍ତ୍ତମାନ ଯାହା ସୂଚନା ମିଳିଛି ନିଆଁ ଆୟତ୍ତ ହୋଇଛି […]

ଅପରାଧ ରାଜ୍ୟ

ଜଟଣୀ ତହସିଲ ତରଫରୁ ଖଣିରେ ଚଢାଉ: ୯ଟି ହାଇୱା ଓ ଦୁଇଟି ଟ୍ରାକ୍ଟର, ୪୦୭ ଜବତ

ଜଟଣୀ ୧୬/୦୭: ଜଟଣୀ ତହସିଲ ତରଫରୁ ଖଣିରେ ଚଢାଉ । ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ରାତିରେ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ ସ୍ପେଶାଲ ସ୍କ୍ୱାଡ ଓ ଜଟଣୀ ତହସିଲର ମିଳିତ ଭାବରେ ଭୁବନେଶ୍ୱର ଉପଖଣ୍ଡରେ ଥିବା ବିଭିନ୍ନ ଖଣି ଉପରେ ଚଡାଉ କରିଥିଲା । ଏଇ ଚଡାଉବେଳେ ୯ ଟି ମରମ ଥିବା ହାଇୱା, ଦୁଇଟି ଟ୍ରାକ୍ଟର ଓ ଗୋଟିଏ ୪୦୭ରେ ମାଙ୍କଡା ପଥର ଥିବା ଗାଡିକୁ ଜବତ କରିଛି ଜଟଣୀ ତହସିଲ । ଜବତ ୯ଟି […]