ୱେବ୍ ଥିଏଟରରେ ବ୍ୟସ୍ତ ସୈୟାମି, ଏହି ଫିଲ୍ମରେ ଆସିବେ ନଜର
ମୁମ୍ଵାଇ ୨୫।୦୮: ଚଳିତ ବର୍ଷ ଫେବ୍ରୁଆରୀରେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା, ଆର୍ ବାଲ୍କୀଙ୍କ ଅପ୍କମିଙ୍ଗ ଫିଲ୍ମ ‘ଘୂମର୍’ରେ ନଜର ଆସିବେ ସୈୟାମି ଖେର । ଫିଲ୍ମରେ ତାଙ୍କ କ୍ରିକେଟ୍ କୋଚ୍ ଭୂମିକାରେ ଅଭିନୟ କରିବେ ଅଭିଷେକ ବଚ୍ଚନ । ଅଭିଷେକ ଓ ସୈୟାମି ୨ୟ ଥର ଏକାଠି ସ୍କ୍ରିନ୍ ସେୟାର କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ୱେବ୍ ସିରିଜ୍ ‘ବ୍ରିଦ୍’ର ସିଜନ୍୨ରେ ଉଭୟ ନଜର ଆସିଥିଲେ । ତେବେ କେବଳ ‘ଘୂମର୍’ ନୁହେଁ, ସୈୟାମିଙ୍କ ହାତରେ […]