ହାତୀ ଘଟଣାରେ ଆକ୍ସନ, ୩ ଜଣଙ୍କୁ ଗିରଫ କଲା ବନବିଭାଗ
କୁଚିଣ୍ଡା ୧୮/୧୦: ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ବଡରମା ରେଂଜ ତିଲେଇମାଲ ଗ୍ରାମ୍ୟ ପତ୍ରା ଜଙ୍ଗଲରେ ଦୁଇ ହାତୀ ମୃତ୍ୟୁ ଘଟଣାରେ ବନବିଭାଗ ୩ଜଣଙ୍କୁ ଗିରଫ କରି ଗତକାଲି ବିଳମ୍ବିତ ରାତିରେ କୋର୍ଟ ଚାଲାଣ କରିଛି । ଗତ ୬ ତାରିଖରେ ତିଲେଇମାଲ ଗ୍ରାମ୍ୟ ପତ୍ରାଜଙ୍ଗଳରେ ଗୋଟିଏ ମାଈ ଓ ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା । ବାମରା ବନଖଣ୍ଡ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ, ଭୁବନେଶ୍ୱରରୁ ଜଏଣ୍ଟ ଟାକ୍ସଫୋର୍ସ କମିଟିର ୪ଜଣିଆ ଦଳ ମଧ୍ୟ […]
