ରାଜ୍ୟ

ସାପ୍ତାହିକ ହାଟରେ ଅଗ୍ନିକାଣ୍ଡ, ଜଳିଗଲା ୪୭ଟି ଚାଳିଆ

ନିଆଳି ୨୦।୧୧ : ସାପ୍ତାହିକ ହାଟରେ ଅଗ୍ନିକାଣ୍ଡ। କଟକ ଜିଲ୍ଲା ନିଆଳି ପଞ୍ଚାୟତ ଅଧିନସ୍ଥ ସାପ୍ତାହିକ ହାଟର ଘଟଣା। ନିଆଳି ଓ ଅଡ଼ଶପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଖବର ଅନୁଯାୟୀ, ଶନିବାର ବିଳମ୍ୱିତ ରାତିରେ କୌଣସି କାରଣରୁ ସପ୍ତାହିକ ହାଟରେ ଥିବା ଚାଳିଆରେ ଭୟାବହ ଅଗ୍ନିକାଣ୍ଡ ଲାଗିଯାଇଥିଲା । ଯାହାଫଳରେ ପ୍ରାୟ ୪୭ଟି ଚାଳିଆ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ନିଆଳି ଓ ଅଡ଼ଶପୁର ଅଗ୍ନିଶମ ବିଭାଗର କର୍ମଚାରୀ […]

ଅପରାଧ ରାଜ୍ୟ

ହାଟକୁ ଯାଇଥିଲେ, ଆଉ ଫେରିଲେନି : ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଜୀବନ

ସୋର ୨୦।୧୧: ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ । ମୟୁରଭଞ୍ଜ ଜିଲ୍ଲା ଶରତ ଥାନା କୁପାରୀ-ଶରତ ରାସ୍ତା ଶୁଖୁଆପଟା ପାହାଡ ନିକଟରେ ଘଟିଛି ଦୁର୍ଘଟଣା । ମୃତକ ବାଲେଶ୍ୱର ଜିଲ୍ଲା ଖଇରା ଥାନା ନୂଆଗାଁବଡ଼ ଗାଁର ଭଗବାନ ମୁଖୀଙ୍କ ପୁଅ କମଳାକାନ୍ତ ମୁଖୀ ବୋଲି ଜଣାପଡିଛି । ଖବର ଅନୁଯାୟୀ, କମଳାକାନ୍ତ ଶରତ ଥାନା ଅଧିନ ରୁଗୁଡି ହାଟକୁ ଯାଇଥିଲେ । ଶନିବାର ରାତିରେ ହାଟରୁ ଫେରୁଥିବା ବେଳେ ଶୁଖୁଆପଟା ପାହାଡ଼ ନିକଟରେ ବାଇକଟି ଭାରସାମ୍ୟ ହରାଇ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବେନିୟମ ଆନ୍ତଃ ରାଜ୍ୟ ବସ୍‌ ଚଳାଚଳକୁ ଅଙ୍କୁଶ କେବେ?

ରାଉରକେଲା: ରାଉରକେଲାରୁ ପଡ଼ୋଶୀ ରାଜ୍ୟକୁ ଏକାଧିକ ବସ୍‌ ଚଳାଚଳ କରୁଛି। ବିଶେଷକରି ଝାଡ଼ଖଣ୍ଡ, ଛତିଶଗଡ଼ ଓ ବିହାରକୁ ଅନେକଗୁଡ଼ିଏ ବସ୍‌ ଯିବାଆସିବା କରୁଛି। କିନ୍ତୁ ଏକାଧିକ ବସ୍‌ ପରିବହନ ନିୟମର ଖୋଲା ଉଲ୍ଲଂଘନ କରୁଛନ୍ତି। ତେଲ ସଞ୍ଚୟ ଆଳରେ କେତେବେଳେ ନିର୍ଦ୍ଧାରିତ ରାସ୍ତାରେ ଯାଉନଥିବାବେଳେ ବହୁ ସମୟରେ ମନଇଚ୍ଛା ଭଡ଼ା ନେଉଛନ୍ତି। ଏନେଇ କିନ୍ତୁ ରାଉରକେଲା ପରିବହନ କର୍ତ୍ତୃପକ୍ଷଙ୍କ ନିଘା ନାହିଁ। ପ୍ରତ୍ୟହ ରାଉରକେଲାରୁ ରାୟପୁର(ଛତିଶଗଡ଼), ରାଞ୍ଚି(ଝାଡ଼ଖଣ୍ଡ) ଓ ପାଟନା(ବିହାର) ଆଦି ଅଞ୍ଚଳକୁ ପ୍ରାୟ ୧୪/୧୫ଟି ବସ୍‌ […]

ଅପରାଧ ରାଜ୍ୟ

ଲମତାପୁଟରେ ଅପରେସନ ଗ୍ରୀନ କ୍ଲିନ୍, ୨ କୋଟିର ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

ଲମତାପୁଟ ୨୦।୧୧ : ଲମତାପୁଟରେ ଅପରେସନ ଗ୍ରୀନ କ୍ଲିନ୍। ଆନ୍ଧ୍ର ଓଡ଼ିଶା ସୀମାନ୍ତବର୍ତ୍ତୀ ମାଓ ପ୍ରଭାବିତ ସାରିଆପାଲି ଗ୍ରାମ ନିକଟ ବଣ୍ଡରୁଗୁଡା ଜଙ୍ଗଲରୁ କଡ଼ା ସୁରକ୍ଷା ବଳୟ ଭିତରେ ୨୨ ଏକର ଗଞ୍ଜେଇ ଚାଷ ନଷ୍ଟ କରିଛି ପାଡ଼ୁଆ ପୋଲିସ। ପ୍ରାୟ ୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓଙ୍କ ତତ୍ତ୍ଵାବଧାନରେ ଆନ୍ଧ୍ର ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଗଞ୍ଜେଇ ଚାଷ ଜମି ଗୁଡ଼ିକୁ ଚିହ୍ନଟ କରାଯାଇଥିଲା। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଇଡିକୁ ସଫଳତା : ମିଳିଲା ଅର୍ଚ୍ଚନା ନାଗଙ୍କ ଏଣ୍ଡେଭର କାର୍, ଆଗ ପଛରେ ନଥିଲା ନମ୍ବର ପ୍ଲେଟ୍

ଭୁବନେଶ୍ୱର ୨୦।୧୦ : ମିଳିଲା ଅର୍ଚ୍ଚନାଙ୍କ ଏଣ୍ଡେଭର କାର୍। ଭୁବନେଶ୍ବର ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ ମିଳିଥିବା ଗାଡି ଅର୍ଚ୍ଚନା ନାଗଙ୍କର। ଏଣ୍ଡଭର କାର ଅର୍ଚ୍ଚନା ନାଗଙ୍କର ହୋଇଥିବା ସ୍ପଷ୍ଟ କଲା ଇଡି । ଖବର ଅନୁଯାୟୀ, ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଇଡିକୁ ମିଳିଛି ସଫଳତା । ଦୀର୍ଘ ଦିନ ଧରି ନିଖୋଜ ଥିବା ଏଣ୍ଡେଭର କାର୍ ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ ଠାବ ହୋଇଛି । ପରିତ୍ୟକ୍ତ ଅବସ୍ଥାରେ ଏହି କାର ଥିବା ବେଳେ ଏହାର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କେବେ ଦୂର ହେବ ଦାଦନ ଦୁଃଖ ?

ବରଗଡ଼: ଉପନିର୍ବାଚନ ହାୱାରେ ପଦ୍ମପୁର ନିର୍ବାଚନମଣ୍ଡଳୀ ତାତୁଛି। ଏହି ବ୍ଲକ୍‌ର ଗୁଡ଼ାଏ ସମସ୍ୟା ଦଶନ୍ଧି ଦଶନ୍ଧି ହେଲା ଅଣଦେଖା ହୋଇ ରହିଛି। ଚାଷ ଓ ଚାଷୀ ସମସ୍ୟା ଏଠାରେ ନିତିଦିନିଆ। ଧାନର ଅଭାବୀ ବିକ୍ରି ସମସ୍ୟା ସର୍ବାଧିକ ଏହି ଇଲାକାରେ ଦୃଶ୍ୟମାନ ହୁଏ। ଅନ୍ୟତମ ବଡ଼ ସମସ୍ୟା ହେଲା ଦାଦନ ଦୁଃଖ। ପଦ୍ମପୁର ନିର୍ବାଚନମଣ୍ଡଳୀର ତିନୋଟି ଯାକ ବ୍ଲକ୍‌ ପାଇକମାଳ, ଝାରବନ୍ଧ, ପଦ୍ମପୁର ଦାଦନ ପ୍ରବଣ ବ୍ଲକ୍‌ ସୂଚୀରେ ରହିଛି। ଏଠାରୁ ଜିଲ୍ଲାର ୯୦ ପ୍ରତିଶତ ଦାଦନ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶା ଉପରେ ଲଘୁଚାପର ବଡ଼ ପ୍ରଭାବ ନାହିଁ: ଆଇଏମ୍‌ଡି

ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଆଣ୍ଡାମାନସାଗର ଅଞ୍ଚଳରେ ଗତକାଲିଠାରୁ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଉତ୍ତର ତାମିଲନାଡ଼ୁ, ଦକ୍ଷିଣ ଆନ୍ଧ୍ର, ପୁଡ଼ୁ‌ଚେରି ଅଞ୍ଚଳରେ ଆସନ୍ତା ୨୦ ତାରିଖରୁ ପ୍ରବଳ ବର୍ଷା ହେବ। କିନ୍ତୁ ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)। ଲଘୁଚାପର ବାହ୍ୟବଳୟରେ ଯେଉଁ ମେଘସମୂହ ରହିବ, ତା’ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର […]

ଦେଶ ବିଦେଶ ମନୋରଞ୍ଜନ

ମିଡିଆ ଉପରେ ରାଗିଲେ କ୍ୟାଟ୍ରିନା, କହିଲେ-ପ୍ଲିଜ୍‌ କ୍ୟାମେରା ବନ୍ଦ କର

ମୁମ୍ଵାଇ ୧୯।୧୧: ବଲିଉଡ୍‌ ବିଉଟି କ୍ୟାଟ୍ରିନା କୈଫ୍‌।ତାଙ୍କର ମିଡିଆ କର୍ମୀଙ୍କ ସହ ଖଟା-ମିଠା ସମ୍ପର୍କ ସଭିଁଙ୍କୁ ଜଣା । ଘରୁ ବାହାରକୁ ବାହାରିଲେ ତାଙ୍କ ପଛରେ ପଡ଼ିଯାଏ ମିଡିଆ। ତାଙ୍କ କାର୍ଯ୍ୟକଳାପ ସଙ୍ଗେ ସଙ୍ଗେ ଗଣମାଧ୍ୟମକୁ ଚାଲିଆସେ । ଏବେ କ୍ୟାଟ୍ରିନା ମିଡିଆ କର୍ମୀଙ୍କ ଉପରେ ଟିକିଏ ଚିଡ଼ିଯାଇଛନ୍ତି । ଏକ ପାର୍କରେ କସରତ କରିବା ସମୟରେ ମିଡିଆ କର୍ମୀଙ୍କ ନଜର ତାଙ୍କ ଉପରେ ପଡିଯାଇଥିଲା। ସେମାନେ ତାଙ୍କର ଫଟୋ ଓ ଭିଡିଓ ପ୍ରସ୍ତୁତ କରିଥିଲେ। ଫଟୋଗ୍ରାଫର୍‌ମାନେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଶିକ୍ଷା ବିଭାଗର ପରୀକ୍ଷା ପ୍ରହସନ: ପ୍ରଶ୍ନପତ୍ର ସହ ଉତ୍ତର ବୁଲୁଛି

କେନ୍ଦୁଝର : ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ। ତୃତୀୟରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଷୟରେ ହେବାକୁ ଥିବା ପରୀକ୍ଷାର ପ୍ରଶ୍ନପତ୍ର ଏବଂ ଏଥିସହିତ ଉତ୍ତରପତ୍ର ବି ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ବିଦ୍ୟାଳୟ ରୂପାନ୍ତରୀକରଣ ଯୋଜନାରେ ସରକାର ବିଦ୍ୟାଳୟ ଭିତ୍ତିଭୂମି ସଜାଡ଼ିବା ପାଇଁ ଅନେକ ଯୋଜନା କରୁଛନ୍ତି। ମାତ୍ର ପରୀକ୍ଷା ନାମରେ କିଭଳି ପ୍ରହସନ ଚାଲିଛି ଏହା ତାହାର ଏକ ଜ୍ବଳନ୍ତ ଉଦାହରଣ। ରାଜ୍ୟ ସରକାରଙ୍କ ଦ୍ବାରା ଗତ ୧୭ ତାରିଖରୁ ଆରମ୍ଭ ହୋଇଛି ମଧ୍ୟବର୍ତ୍ତୀକାଳୀନ […]

ଖେଳ ଦେଶ ବିଦେଶ

ବିରାଟ-ରୋହିତ-ପନ୍ଥଙ୍କଠୁ ବି ଆଗରେ ସୂର୍ଯ୍ୟକୁମାର ଯାଦବ, କରିଛନ୍ତି ସର୍ବାଧିକ ରନ୍‌

ମୁମ୍ବାଇ ୧୯।୧୧: ଟି-୨୦ କ୍ରିକେଟରେ ସେ ଷ୍ଟାର । ଚଳିତ ବର୍ଷ ସବୁଠୁ ଅଧିକ ରନ୍‌ କରିବାରେ ରେକର୍ଡ ଏହି କ୍ରିକେଟରଙ୍କ ନାଁରେ ରହିଛି । ଆପଣ ଜାଣିଛନ୍ତି କିଏ ସେହି କ୍ରିକେଟର । ସେ ଆଉ କିଏ ନୁହେଁ, ତାଙ୍କୁ ମିଷ୍ଟର ୩୬୦ ନାଁରେ ସମସ୍ତେ ଜାଣନ୍ତି । ସେ ହେଉଛନ୍ତି ଭାରତୀୟ କ୍ରିକେଟର ବିସ୍ଫୋରକ ବ୍ୟାଟସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ । ୨୦୨୨ରେ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ୍‌ରୁ ଖୁବ୍‌ ରନ ବର୍ଷା ହୋଇଛି । ଚଳିତ […]