ବିଧାନସଭା ଶୀତକାଳୀନ ଅଧିବେଶନ, ସୋମବାର ଵାଚସ୍ପତିଙ୍କ ଅଧକ୍ଷତାରେ ବସିବ ସର୍ବଦଳୀୟ ବୈଠକ
ଭୁବନେଶ୍ୱର ୨୧।୧୧ : ବିଧାନସଭା ଶୀତକାଳୀନ ଅଧିବେଶନ ସୁପରିଚାଳନା ପାଇଁ ଆଜି ଵାଚସ୍ପତିଙ୍କ ଅଧକ୍ଷତାରେ ବସିବ ସର୍ବଦଳୀୟ ବୈଠକ। ନଭେମ୍ବର ୨୪ରୁ ଡିସେମ୍ବର ୩୧ତାରିଖ ଯାଏ ଲମ୍ବା ସମୟ ଧରି ଚାଲିବାକୁ ଥିବା ଏହି ଅଧିବେଶନକୁ ସୁରୁଖୁରରେ ଶେଷ କରିବାକୁ ବୈଠକରେ ବାଚସ୍ପତି ସବୁ ଦଳର ସହଯୋଗ ଲୋଡ଼ିବେ l ତେବେ ଏଥର ଅଧିବେଶନ କୋଭିଡ କଟକଣା ଭିତରେ ଚାଲିବ ନା ସ୍ୱାଭାବିକ ଭାବେ ବିଧାନସଭା ବସିବ ସେ ନେଇ ନିଷ୍ପତ୍ତି ହେବ। କାରଣ ଏବେ ରାଜ୍ୟରେ […]









