ଦୁର୍ଘଟଣାରେ ସାଇକେଲ ଆରୋହୀ ଗୁରୁତର, ବସ୍ର କାଚ ଭାଙ୍ଗିଦେଲେ ଉତ୍ତ୍ୟକ୍ତ ଲୋକେ
ଆନନ୍ଦପୁର ୨୫/୧୧: ଆନନ୍ଦପୁର ଉପଖଣ୍ଡ ୨୦ ନଂ ଜାତୀୟ ରାଜପଥର ବାରିଗାଁ ନିକଟରେ ରାଉତ୍ ନାମକ ଘରୋଇ ବସ୍ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ହୋଇଛନ୍ତି । ଗୁରୁତର ସାଇକେଲ ଆରୋହୀ ରାମଚନ୍ଦ୍ରପୁର ଥାନା ସିଆପଡା ଗାଁର ଧୁର୍ଯ୍ୟୋଧନ ନାୟକଙ୍କୁ ଅଗ୍ନିଶମ ବିଭାଗ ସହାୟତାରେ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ବସର ସାମ୍ନା କାଚ […]









