ବାଲିଆ ବାଣ ବିସ୍ଫୋରଣ ଘଟଣା: ବନ୍ଦ ଘରେ ୮୫ ବର୍ଷୀୟା ବୃଦ୍ଧା
କେନ୍ଦ୍ରାପଡ଼ା : ବାଲିଆ ବାଣ ବିସ୍ଫୋରଣ ଘଟଣାର କରୁଣ ଚିତ୍ର ସାମ୍ନାକୁ ଆସିଛି। ପୁଲିସ ଭୟରେ ଜଣେ ୮୫ବର୍ଷୀୟ ବୃଦ୍ଧା ୫ଦିନ ହେବ ଏକ ବନ୍ଦଘରେ ରହିଛନ୍ତି। ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡ଼ିରହିଛନ୍ତି। ଏହି ଅସହାୟ ବୃଦ୍ଧା ହେଉଛନ୍ତି ରାଧା ବେଵା। ସୂଚନା ଅନୁସାରେ, ରାଧାଙ୍କ ଜ୍ବାଇଁ ଗୁରୁଚରଣ ମଳିକ ଓ ନାତି ପୁଲିସ ଗିରଫ ଭୟରେ ଘରେ ତାଲା ମାରି ପଳାଇଛନ୍ତି। ବାର୍ଧକ୍ୟଜନିତ କାରଣରୁ ବୃଦ୍ଧାଜଣଙ୍କ ଚଲାବୁଲା କରିପାରୁ ନଥିବାରୁ ଏକାକୀ ସେ ବନ୍ଦ ଘରେ […]









