କପି ଚେକ୍ ବାହାନାରେ ଅସଦାଚରଣ, ବିଦ୍ୟାଳୟ ସମ୍ମୁଖରେ ବିଶାଳ ଧାରଣା
ଭୁବନେଶ୍ୱର ୨୮। ୧୧ : ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା । କପି ଯାଞ୍ଚ କରିବା ବାହାନାରେ ଛାତ୍ରୀଙ୍କୁ ଅସଦାଚରଣର ଅଭିଯୋଗ ନେଇ ଧାରଣା । ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଭାଲିଆକାଟେଣୀ ବଂଶୀଧର ସରକାରୀ ହାଇସ୍କଲରେ ଘଟିଛି ଏପରି ଘଟଣା । ଖବର ଅନୁଯାୟୀ, ଏବେ ଚାରିଆଡେ ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା ଚାଲିଛି । ସଦର ବ୍ଲକ ଭାଲିଆବୋଲକାଟେଣୀ ବଂଶୀଧର ସରକାରୀ ହାଇସ୍କୁଲରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାକୁ ପ୍ରବେଶ କରୁଥିଲେ । ଏହି […]









