ରାଜ୍ୟରେ ଏବେ କୋଭିଡ ନିୟନ୍ତ୍ରଣ ସ୍ଥିତିରେ ଅଛି: ଏସସିବି ପ୍ରଶାସିନକ ଅଧିକାରୀ
କଟକ: ଦେଶ ତଥା ରାଜ୍ୟରେ ଏବେ କୋଭିଡ ନିୟନ୍ତ୍ରଣରେ ସ୍ଥିତି ଅଛି । କିନ୍ତୁ ବିଶ୍ବର ଅନ୍ୟ ଦେଶରେ ବି.ଏଫ ୭ ଭାଇରସ ପ୍ରଭାବ ବୃଦ୍ଧି ପାଉଥିବାରୁ ଏହାକୁ ନେଇ ଆଗୁଆ ସତର୍କତା ଅବଲମ୍ବନ କରାଯାଉଛି । ଏହି କ୍ରମରେ କୋଭିଡ ଭିତ୍ତି ଭୁମିକୁ ନିରୀକ୍ଷଣ କରିବା ପାଇଁ ଆଜି ଠାରୁ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲ ତଥା ମେଡିକାଲ କଲେଜ ଗୁଡ଼ିକରେ ମକ ଡ୍ରିଲ କରାଯିବ। ତେବେ ଏହି ମକ ଡ୍ରିଲ ବା ପ୍ରସ୍ତୁତିର ଅନୁଧାନ […]









