୨ ସପ୍ତାହ ଧରି ଦେଶରେ କରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି
ନୂଆଦିଲ୍ଲୀ : ଲଗାତାର ୨ ସପ୍ତାହ ଧରି ଦେଶରେ କରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି ଦେଖାଦେଇଛି। ଗତ ରବିବାର ଶେଷ ହେଉଥିବା ସପ୍ତାହରେ ମୋଟ୍ ସଂକ୍ରମଣ ସଂଖ୍ୟା ୧୫୨୬ ଥିଲା। ଏହି ସଂଖ୍ୟା ଖୁବ୍ କମ୍ ଥିଲେ ସୁଦ୍ଧା ପୂର୍ବ ସପ୍ତାହ ତୁଳନାରେ ସଂକ୍ରମଣ ମାମଲାରେ ୨୫ ପ୍ରତିଶତ ବୃଦ୍ଧି ହୋଇଛି। ପୂର୍ବ ସପ୍ତାହରେ ସଂକ୍ରମଣ ମାମଲା ୧୨୧୯ ଥିଲା। ଡିସେମ୍ବର ୨୬-ଜାନୁଆରି ୧ ସପ୍ତାହ ମଧ୍ୟରେ ଦେଶରେ କରୋନା ମୃତ୍ୟୁ ୬ ରହିଛି। ମାର୍ଚ୍ଚ ୧୬-୨୨ […]









