ବାସନ୍ଦ ପାଇଁ ପଡ଼ିରହିଲା ମହିଳାଙ୍କ ଶବ: ଶାଶୂ, ଶ୍ବଶୁର ବି ଛୁଇଁଲେନି
ବଲାଙ୍ଗୀର/ଦେଓଗାଁ: ଜାତି ସମାନ, ହେଲେ ଉପଜାତି ଭିନ୍ନ। ଏଥିପାଇଁ ୩ବର୍ଷ ଧରି ଏକ ଦମ୍ପତି ବାସନ୍ଦ ଭଳି ସାମାଜିକ କଟକଣା ଭୋଗୁଥିବା ବେଳେ ପତ୍ନୀଙ୍କର ମୃତ୍ୟୁ ହୋଇଯାଇଛି। ହେଲେ, ସାଇପଡ଼ିଶା କି ସମ୍ପର୍କୀୟ ଆହା ପଦେ କହିବା ଦୂରେଥାଉ ଶବ ବି ଛୁଇଁ ନଥିଲେ। ଫଳରେ, ୬ ଘଣ୍ଟାଧରି ଶବ ପଡ଼ି ରହିଥିଲା। ଶେଷରେ ସ୍ୱେଚ୍ଛାସେବୀ ସଂଗଠନ ସହାୟତାରେ ଶବ ସତ୍କାର କରାଯାଇଛି। ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍ କରୁଆଁଝର ଗାଁରେ ଏଭଳି ଏକ ଅଭାବନୀୟ ଘଟଣା […]









