ଡୋପ୍ ଟେଷ୍ଟ୍ରେ ଧରାପଡ଼ିଲେ ଦୂତି, କ୍ୟାରିଅରକୁ ନେଇ କଳ୍ପନାଜଳ୍ପନା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ଓଡ଼ିଆ ଧାବିକା ତଥା ଅଲିମ୍ପିଆନ୍ ଦୂତି ଚାନ୍ଦ୍ଙ୍କ କ୍ୟାରିଅରରେ ନୂଆ ମୋଡ଼ ଆସିଛି। ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ଦୂତି ଖେଳିବା ନେଇ ଆଶଙ୍କା ଦେଖାଦେଇଛି। ଡୋପ୍ ଟେଷ୍ଟରେ ସେ ଧରାପଡ଼ିଛନ୍ତି। ନାଡା (ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସି) ପକ୍ଷରୁ […]









