କଂଗ୍ରେସ ଛାଡ଼ିଲେ କୈଳାଶ ମୁଖୀ, ବିଆରଏସ୍ରେ ଯୋଗଦେଲେ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ରାଜ୍ୟରେ କଂଗ୍ରେସରେ ଇସ୍ତଫା ତାଲିକା ଲମ୍ବିବାରେ ଲାଗିଛି। ଗତକାଲି ସତ୍ୟପ୍ରକାଶ ନାୟକ କଂଗ୍ରେସ ଛାଡ଼ିବା ପରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆର କୈଳାଶ ମୁଖୀ ନିଜର ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପଠାଇଛନ୍ତି। ଇସ୍ତଫାପତ୍ରରେ ଶ୍ରୀ ମୁଖୀ ଉଲ୍ଲେଖ […]









