କିଏ ଲେଖିଥିଲା ସଲ୍ମାନ୍ ଖାନ୍ଙ୍କୁ ଧମକପୂର୍ଣ୍ଣ ଚିଠି ? ପୋଲିସ କଲା ଖୁଲାସା
ମୁମ୍ୱାଇ ୦୮/୦୬ : ବଲିଉଡ ସୁପରଷ୍ଟାର୍ ସଲମାନ୍ ଖାନ୍ଙ୍କ ଘର ବାହାରେ ମିଳିଥିବା ଧମକ ପୂର୍ଣ୍ଣ ଚିଠି ମାମଲାର ସମାଧାନ ହୋଇଛି। ଏହି ମାମଲାରେ ସୌରଭ ଓରଫ ମହାକାଲ ନାମକ ଯୁବକର ନାଁ ସାମ୍ନାକୁ ଆସିଛି ଯାହାକୁ ପୋଲିସ ଗିରଫ କରିଛି। ପୋଲିସ ପଚରା ଉଚୁରାରେ ଧମକପୂର୍ଣ୍ଣ ଚିଠି ପଛରେ ରହିଥିବା ସମସ୍ତ ରହସ୍ୟ ସାମ୍ନାକୁ ଆସିଛି । ବୁଧବାର ପୁଣେ ଗ୍ରାମୀଣ ପୋଲିସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଫେରାର ଥିବା ସୌରଭ ମହାକାଲକୁ […]